Jump to content

ଶୀତାଳୁ

ଉଇକିଅଭିଧାନ‌ରୁ

ଶୀତାଳୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଶୀତ+ଯୁକ୍ତାର୍ଥେ ଆଳୁ; ତୁଳ. ଭୟାଳୁ, ଦୟାଳୁ, ଶ୍ରଦ୍ଧାଳୁ)

[ସମ୍ପାଦନା]
୧. ଶୀତାର୍ତ୍ତ —୧. Pinched with cold.
୨. ଯେ ଶୀତକୁ ଭାରି ଡରେ —୨. Afraid of cold.