Jump to content

ଶୀତୋତ୍ତମ

ଉଇକିଅଭିଧାନ‌ରୁ

ଶୀତୋତ୍ତମ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୭ମୀ ତତ୍, ଶୀତଳ ପଦାର୍ଥମାନଙ୍କ ମଧ୍ୟରେ ଉତ୍ତମ, ତୁଳ. ନରୋତ୍ତମ, ପୁରୁଷୋତ୍ତମ)

[ସମ୍ପାଦନା]

ଜଳ; ପାଣି — Water.