Jump to content

ଶୀତୋତ୍ଥ

ଉଇକିଅଭିଧାନ‌ରୁ

ଶୀତୋତ୍ଥ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଶ୍ୱେତ ମରିଚ; ଧଳା ମରିଚ; ସଜନା ମଞ୍ଜି — A species of white pepper; seeds of Hyperanthera Moringa.

[ଦ୍ରଷ୍ଟବ୍ୟ —ଏହା କଟୁ ଭସ, ଉଷ୍ଣବୀର୍ଯ୍ୟ, ଭୂତନାଶକ, ଅବୃଷ୍ୟ, ଓ ଅନ୍ୟ ଦ୍ରବ୍ୟ ସହିତ ମିଶ୍ରିତ ହୋଇ ରସାୟନରୂପେ ବ୍ୟବହୃତ ହୁଏ ଏହା ବିଷରୋଗ ଓ ନେତ୍ରରୋଗ ନାଶକ ଶିରୋରୋଗରେ ଏହାର ନସ୍ୟ ବିଶେଷ ଉପକାରୀ]