ଶୀତ୍କାର
ଦେଖଣା
ଶୀତ୍କାର
ଉଚ୍ଚାରଣ
[ସମ୍ପାଦନା](ସୀତ୍କାର—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ଶୀତ୍=ଅନୁକରଣ ଶବ୍ଦ+କୃ ଧାତୁ+ଭାବ. ଅ)
[ସମ୍ପାଦନା]- ୧. ଶୁ ଶୁ ଶବ୍ଦ; ଶୀତ ଏହିପରି ଶବ୍ଦ; ଇଷ୍ ଇଷ୍ ଶବ୍ଦ —୧. Hissing sound.
- ୨. ସୁରସିକା ଓ ଶ୍ରଷ୍ଠା ସ୍ତ୍ରୀମାନଙ୍କର ରତିକାଳୀନ ମଧୁର ଧ୍ୱନି —୨. Sweet hissing sound emitted by an amorous lady during orgasm on or glee at the time of copulation.
ଶୀତ୍କାର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଶୀତ୍+କୃ ଧାତୁ+ଭାବ. ଅ)
[ସମ୍ପାଦନା]ଶୀତ୍କାର (ଦେଖ) - — Ṡit-kāra (See)