Jump to content

ଶୀତ କର

ଉଇକିଅଭିଧାନ‌ରୁ

ଶୀତ କର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଶୀତ=ଥଣ୍ଡା ଅଟେ କର=କିରଣ ଯାହାର)

[ସମ୍ପାଦନା]
୧. ଶୀତ ରଶ୍ମି; ଚନ୍ଦ୍ର; ହିମକର — ୧. The moon.
୨. କର୍ପୂର —୨. Camphor.