ଶୀତ କଲା
ଥଣ୍ଡା(ଦ୍ରବ୍ୟ); ଶୀତଳ (ପଦାର୍ଥ) —Cold.
(ଉ—ଭାନୁ ପ୍ରାୟେ ମଣିଣ ଚନ୍ଦ୍ର ମାତାପ ବହେ, କିବା ଆନ ଶୀତ କଲା ମାତ୍ରକେ ନ ସହେ ପ୍ରାଚୀ. ରସବାରିଧି)