ଶୀତ ପୀତ
(ଶୀତ୍ ପୀତ୍—ଦେଶଜ - ରୂପ)
ଚର୍ମରୋଗ ବିଶେଷ; ଦେହରେ ବିଛୁଆତି ଲାଗିଲେ କଣ୍ଟା ଫୋଡ଼ିଲା ପରି ଫଳିଯିବା ରୋଗବିଶେଷ — Nettlerash; urticaria.
[ଦ୍ରଷ୍ଟବ୍ୟ — ଏହା ହଠାତ୍ ଜନ୍ମେ ଏବଂ ହଠାତ୍ ଛାଡ଼େ ଦେହ ଖରାତାପ ଆଦି ଯୋଗୁଁ ଗରମ ହୋଇଥିବା ଅବସ୍ଥାରେ ହଠାତ୍ ପାଣି ପିଇଲେ ଏ ରୋଗ ଜନ୍ମେ]