ଶୀତ ବୀର୍ଯ୍ୟ
ଦେଖଣା
ଶୀତ ବୀର୍ଯ୍ୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ବୈଦ୍ୟକ, ବହୁବ୍ରୀହି)
[ସମ୍ପାଦନା]ସ୍ୱାଭାବିକ ଶୀତଳ (ପଦାର୍ଥ); ଯାହାକୁ ସେବନ କରିବାଦ୍ୱାରା ଦେହ ଶୀତଳ ହୁଏ —Having the quality of cooling the system; cooling.
[ଦ୍ରଷ୍ଟବ୍ୟ — ମଧୁର ରସବିଶିଷ୍ଟ ପ୍ରାୟ ସକଳ ପଦାର୍ଥ ହିଁ ଶୀତବୀର୍ଯ୍ୟ ଶୀତ— ବୀର୍ଯ୍ୟ ଦ୍ରବ୍ୟ ଗୁରୁପାକ, ବାତଶ୍ଳେଷ୍ମଜନକ, ପିତ୍ତନାଶକ, ବାତକ ଓ କଫଜ ରୋଗରେ ଉପକାରକ]