Jump to content

ଶୀଧୂ

ଉଇକିଅଭିଧାନ‌ରୁ

ଶୀଧୂ

ଉଚ୍ଚାରଣ

[ସମ୍ପାଦନା]

[ସୀଧୁ(ଧ)—ଅନ୍ୟରୂପ]

ସଂସ୍କୃତ - ବିଶେଷ୍ୟ - (ଶୀ ଧାତୁ—ଶୟନ କରିବା+କରଣ ଧୁ ଯାହା ପାନକଲେ ଲୋକେ ଶୋଇପଡ଼ନ୍ତି)

[ସମ୍ପାଦନା]
୧. ମଦିରା; ମଦ୍ୟ; ମଦ —୧. Wine.
୨. ପକ୍ୱଇକ୍ଷୁରସରୁ ପ୍ରସ୍ତୁତ ମଦ —୨. Spirituous liquor distilled from sugarcane juice.
୩. ଅରଖୀ —୩. Spirit; rum.

[ଦ୍ରଷ୍ଟବ୍ୟ —ପକ୍ୱ ଓ ଅପକ୍ୱ ଇକ୍ଷୁରସରୁ ପ୍ରସ୍ତୁତ ମଦକୁ ଶୀଧୁ ବୋଲାଯାଏ

କିନ୍ତୁ ପକ୍ୱ ରସଜାତ ମଦିରା ଉତ୍କୃଷ୍ଟ ଏହା କଷାୟାମ୍ଳ— ମଧୁରରସ, ସ୍ନିଗଧ, ରୁଚିକର, ମତ୍ତତାଜନକ, ଅଗ୍ନିବର୍ଦ୍ଧକ ଓ ବଳବର୍ଣ୍ଣବର୍ଦ୍ଧକ, ବାତପିତ୍ତଜନକ, କଫନାଶକ, କୋଷ୍ଠ— ବଦ୍ଧତା, ପରେଟଫମ୍ପା, ଗ୍ରହଣୀ, ଶୋଥ, ଅର୍ଶଃ, ପ୍ରମେହ ଓ କଫ ରୋଗର ଉପକାରୀ ଅପକ୍ଳ ଇକ୍ଷୁରସଜାତ ମଦ୍ୟର ନାମାନ୍ତର ଶୀତରସ)