Jump to content

ଶୀନ

ଉଇକିଅଭିଧାନ‌ରୁ

ଶୀନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଶ୍ୟୈ ଧାତୁ=ଗମନ କରିବା+କର୍ତ୍ତୃ. ନ)

[ସମ୍ପାଦନା]
୧. ଘନୀଭୂତ; ଜମିଯାଇ ଶକ୍ତ ହୋଇଥିବା (ଜଳୀୟବସ୍ତୁ) — ୧. Hardned; solidified; condensed; thickened; coagulated.
୨. ମୂର୍ଖ —୨. Illiterate; dunce.

ସଂସ୍କୃତ - ବିଶେଷ୍ୟ - (ଶୀ ଧାତୁ=ଶୋଇବା+ କର୍ତ୍ତୃ. ତ)

[ସମ୍ପାଦନା]

ଅଜଗର —Python; boa constrictor,