Jump to content

ଶୀର୍ଣ୍ଣ

ଉଇକିଅଭିଧାନ‌ରୁ

ଶୀର୍ଣ୍ଣ

ଉଚ୍ଚାରଣ

[ସମ୍ପାଦନା]
(ଶୀର୍ଣ୍ଣା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - (ଶୃ ଧାତୁ=ହିଂସା କରିବା ବା ବଧ କରିବା+କର୍ମ. ତ)

[ସମ୍ପାଦନା]
୧. ଆହତ —୧. Hurt; injured.
୨. କ୍ଷୀଣ; କୁଶ —୨. Emaciated; weak; feeble; thin; slender.
୩. କ୍ଷୟପ୍ରାପ୍ତ —୩, Decayed,
୪. ଶୁଷ୍କ —୪. Dried; withered; shrivelled.
୫. ଛିନ୍ନ —୫. Torn.
୬. କଙ୍କାଳମାତ୍ରାବିଶିଷ୍ଟ — ୬, Reduced to skeleton.
୭. ପତିତ —. ୭. Fallen.