Jump to content

ଶୀର୍ଣ୍ଣ କାୟ

ଉଇକିଅଭିଧାନ‌ରୁ

ଶୀର୍ଣ୍ଣ କାୟ

ଉଚ୍ଚାରଣ

[ସମ୍ପାଦନା]
(ଶୀର୍ଣ୍ଣ କାୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରିହୀ)

[ସମ୍ପାଦନା]

କ୍ଷୀଣ ଦେହ ବିଶିଷ୍ଟ; କୃଶଶରୀତ୍ୱ ବିଶିଷ୍ଟ —Slender-bodied; lean-bodied.

ବିଶେଷ୍ୟ - (କର୍ମଧା)

[ସମ୍ପାଦନା]

ସରୁଆ ଦେହ — Lean body.