Jump to content

ଶୀର୍ଷ

ଉଇକିଅଭିଧାନ‌ରୁ

ଶୀର୍ଷ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଶିରସ୍ ସ୍ଥାନରେ ଶୀର୍ଷ; ଶୀରସ୍ ଶବ୍ଦର ଅନ୍ୟରୂପ)

[ସମ୍ପାଦନା]
୧. ଶିଖର; ଶିରଃ; ମୁଣ୍ଡ; ମସ୍ତକ —୧. Head
୨. ଚୂଡ଼ା; ଅଗ୍ରଭାଗ —୨. Top; summit.
୩. କୃଷ୍ଣ ଅଗୁରୁ —୩. Black agalochium.