ଶୀର୍ଷଣ୍ୟ
ଦେଖଣା
ଶୀର୍ଷଣ୍ୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଶିରସ୍+ପ, ଆରୋହଣାର୍ଥେ; ଶିରସ୍ ସ୍ଥାନରେ ଶୀର୍ଷଣ୍)
[ସମ୍ପାଦନା]- ୧. ମସ୍ତକରେ ପିନ୍ଧା ଯାଇଥିବା — ୧. Worn on the head.
- ୨. ମସ୍ତକୋଦ୍ଭୂତ —
୨. Growing on the head.
- ୩. ମୁଣ୍ଡରେ ଅବସ୍ଥିତି ୩. Being on the head.
ବିଶେଷ୍ୟ -
[ସମ୍ପାଦନା]- ୧. ବିଶଦ ବା ପରିଷ୍କୃତ କେଶ —୧. Hair neatly made up into a chignon; hair kept neat and clean
- ୨. ଶିରସ୍ତ୍ରାଣ; ପଗଡ଼ି —୨. Helmet; truban