ଶୀର୍ଷ ବର୍ତ୍ତନ
ଦେଖଣା
ଶୀର୍ଷ ବର୍ତ୍ତନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ସ୍ମୃତି)
[ସମ୍ପାଦନା]"ଯଦି ଅଭିଯୁକ୍ତ ବ୍ୟକ୍ତିକୁ ଅପରାଧୀ ବୋଲି ମୁଁ ପ୍ରମାଣିତ କରି ନ ପାରିବି, ତେବେ ତା ବଦଳରେ ମୁଁ ଦଣ୍ଡ ପାଇବି (ଅର୍ଥାତ୍ ମୋ ମୁଣ୍ଡକାଟ ହେବ)" ମୁଦେଇର ଏପରି ସ୍ୱୀକାରୋକ୍ତି — (Hindu Law) The undertaking given by a complainant that he will undergo punishment if he be unable to bring home the charge to the accused.