ଶୀଲ୍
ଦେଖଣା
ଶୀଲ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ସିଲ୍ (ଦେଖ) - —Sil (See)
ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ସୀଲ୍)
[ସମ୍ପାଦନା]- ୧. ସାମୁଦ୍ରିକ ଜୀବବିଶେଷ —୧. A aquatic animal; seal.
- ୨. (ଇଂରାଜୀ - ସୀଲ୍) ମୁଦ୍ରାଙ୍କନାର୍ଥ ବ୍ୟବହୃତ ମୋହର —୨. Seal; stamp.
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶୀଳ)
[ସମ୍ପାଦନା]ବଙ୍ଗଦେଶୀୟ କାୟସ୍ଥାନମାନଙ୍କର ବଂଶୋପାଧି ବିଶେଷ —A family title of the Kāyasthas in Bengal.