ଶୀଳତା
ସଦାଚରଣ; ସୁଶୀଳତା —Good behaviour; good manners.
[ଉ—ନୃପ ଶୀଳତା ପ୍ରଶଂସିଲେ, ତକ୍ଷଣେ ଅନ୍ତର୍ଦ୍ଧାନେ ଗଲେ—ଜଗନ୍ନାଥ. ଭାଗବତ]