Jump to content

ଶୀଳବନ୍ତା

ଉଇକିଅଭିଧାନ‌ରୁ

ଶୀଳବନ୍ତା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଶୀଳବନ୍ତୀ—ସ୍ତ୍ରୀ. ବିଣ)

ଦେଶଜ - ବିଶେଷଣ - (ସଂସ୍କୃତ - ଶୀଳବାନ୍)

[ସମ୍ପାଦନା]
୧. ଚରିତ୍ରବାନ୍ —୧. Of good character.

[ଉ—ଶୀଳବନ୍ତ ଲୋକର ହୁଅଇ ପ୍ରସିଦ୍ଧି କୃଷ୍ଣସିଂହ. ମହାଭାରତ]

୨. ସତ୍ —୨. Honest.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶୀଳବତ୍ତା)

[ସମ୍ପାଦନା]

ସାଧୁତା; ଶିଷ୍ଟତା —Honeaty.

[ଉ—ପ୍ରସନ୍ନ ଚିତ୍ତେ ଶୂଳହସ୍ତ, ଦେଖି ତାହାଙ୍କ ଶୀଳବନ୍ତ— ଜଗନ୍ନାଥ. ଭାଗବତ]