Jump to content

ଶୀଳିତ

ଉଇକିଅଭିଧାନ‌ରୁ

ଶୀଳିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଶୀଳ୍ ଧାତୁ=ଅଭ୍ୟାସ କରିବା+କର୍ମ. ତ)

[ସମ୍ପାଦନା]
୧. ଅଭ୍ୟସ୍ତ —୧. Habituated; practised.
୨. ପ୍ରବର୍ତ୍ତିତ —୨. Promulgated.
୩. ଶିକ୍ଷିତ — ୩. Educated; trained.
୪. ଆଲୋକିତ — ୪. Discussed.