Jump to content

ଶୁ

ଉଇକିଅଭିଧାନ‌ରୁ

ଶୁ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ଶୁଉ, ଶୁଉଶୁଉ—ଅନ୍ୟରୂପ)

ଦେଶଜ - ଅ. (ଧ୍ୱନ୍ୟନୁକରଣ)

[ସମ୍ପାଦନା]
୧. ବେଗରେ ପବନ ବହିବା ଶବ୍ଦ; ସାଇଁ ସାଇଁ —୧. The blowing sound of wind.
୨. ସାପ ଗର୍ଜିବାର ଶବ୍ଦ —୨. Hissing sound of serpents.