ଶୁଆଁ
ଦେଖଣା
ଶୁଆଁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶ୍ୟାମା)
[ସମ୍ପାଦନା]- ୧. ଶାରିବା; ଶୁଆଁଲଇଁ (ଦେଖ) - — ୧. Indian sarsaparilla (creeper)
- ୨. (ସଂସ୍କୃତ - ଶ୍ୟାମକ) ଶୁଆଁ ଧାନ (ଦେଖ) -ଧାନ୍ୟାବିବର୍ଗର ବନ୍ୟଘାସ ୨. Ṡuāñ dhāna (See)
- ୩. (ସଂସ୍କୃତ - ଶୁଣ୍ଡ)—ଗଛର ପ୍ରତନା ଓ ସରୁଆ ଲମ୍ୱ ଶିସା —୩. Tendrils of plants and trees.
- ୪. (ସଂସ୍କୃତ - ଶୂକ) ଶସ୍ୟଶୂକ — ୪. The beard of some grains.