ଶୁଆଇ ଦେବା
ଦେଖଣା
ଶୁଆଇ ଦେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (ମାଡ଼ ମାରିବା ପେଞ୍ଚ ଖେଳି) କୌଣସି ବ୍ୟକ୍ତିକୁ ତଳେ ପାତିତ କରିବା —To lay a person down on the ground; to fell.
- ୨. ଶିଶୁକୁ ବା ରୋଗୀକୁ ଭୂମିରେ ଶାୟିତ କରିବା ୨. To cause (a child) to lie down on the ground
[ଉ—କଂସ ସଭାରେ ମିଳିଲା, ବାଳକ ତଳେ ଶୁଆଇଲା ଜଗନ୍ନାଥ. ବାଗବତ]
- ୩. ଶୋଇବାପାଇଁ ଉପଯୁକ୍ତ ସୁବିଧା ବା ଗୋଳମାଳହୀନ ଅବସ୍ଥା ଜାତ କରିବା —୩. To let one sleep by not making any noise or by making the sorroundings favourable to sleep ing;
(ଯଥା—ରାତିଯାକ ବାଜା ସବଜେଇ ସିନେମା— ବାଲାମାନେ ପଡୋଶୀଙ୍କୁ ଶୁଆଇ ଦେଲେ ନାହିଁ]