ଶୁଆଇ ପକାଇବା
ଶିଶୁ ଆଦିଙ୍କୁ ଦୋଳାଇ ବା ମାତୃ— ସ୍ତନକୁ ତାଙ୍କ ମୁଖରେ ଲଗାଇ ବା ଗୀତ ଶୁଣାଇ ନିଦ୍ରିତ କରାଇବା —To cause a baby to sleep by rocking or fitting the nipple of the mother's breast to its mouth or by singing lullabies.