ଶୁଆକଣ୍ଠି
ଦେଖଣା
ଶୁଆକଣ୍ଠି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶୁଆକଣ୍ଠି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା](ସଂସ୍କୃତ - ଶୁକ+କଣ୍ଠ) ଅଧିକବୟସ୍କ ଶୁଆପକ୍ଷୀର କଣ୍ଠର ଚାରିପାଖେ ଦେଖାଯିବା ନାଲି ଡୋରା —Rose coloured ring or line appearinground the neck of old parrots.