ଶୁଆ କଣ୍ଠା
ଦେଖଣା
ଶୁଆ କଣ୍ଠା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶୁଆ କଣ୍ଠା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବୁଢ଼ାଶୁଆଙ୍କ କଣ୍ଠର ତଳଭାଗରେ ଦେଖାଯିବା ଅର୍ବୁଦ ପରି କଠିନ ମାଂସ ଖଣ୍ଡ —A tough growth of flesh hanging from the throat of an aged parrot.
[ଦ୍ରଷ୍ଟବ୍ୟ —ଏହି କଣ୍ଠାକୁ ଦେଖି ଶୁଆ ବୁଢ଼ା ହୋଇଥିବ ନିର୍ଣ୍ଣୟ କରାଯାଏ]