ଶୁଆ ପଖିଆ
ଦେଖଣା
ଶୁଆ ପଖିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶୁଆ ପଖିଆ
|
ଦେଶଜ - ବିଶେଷଣ -
[ସମ୍ପାଦନା]ଶୁଆର ପକ୍ଷପରି ହରିଦ୍ୱର୍ଣ୍ଣ ବିଶିଷ୍ଟ; ଶୁଆ ପକ୍ଷୀପରି ଶାଗୁଆ —Emerald or green like the father of a parrot.
[ଉ—ବିଲ ଗୁଡ଼ିକ ଆଗରୁଆ, ଶୁଆପକ୍ଷିଆ ବୁଲିଗଲାଣି ଫକୀରମୋହନ. ଛମାଣ ଆଠଗୁଣ୍ଠ]