Jump to content

ଶୁଆ ପଖିଆ ବୁଲିଯିବା

ଉଇକିଅଭିଧାନ‌ରୁ

ଶୁଆ ପଖିଆ ବୁଲିଯିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଯେତ୍ରରେ ଜନ୍ମିଥିବା ଧାନଗଛ ବଢ଼ିଯାଇ ତହିଁ ପତ୍ରମାନ ଶୁଆପକ୍ଷି ପରି ଉଜ୍ଜ୍ୱଳ ହରିଦ୍ ବର୍ଣ୍ଣ ବା ଶାଗୁଆ ବର୍ଣ୍ଣ ଧାରଣ କରିବା —(The blades of paddy plants to turn green in the field.

[ଦ୍ରଷ୍ଟବ୍ୟ —ଏହା ଧାନ ଥୋଡ଼ ହୋବାର ପୂର୍ବ ଅବସ୍ଥା ଧାନ ଗଛମାନ ସତେଜ ହୋଇ ଶୁଆପକ୍ଷି ବୁଲିଯିବା ପରେ ସେଥିରୁ ଧାନକେଣ୍ଡାମାନ ବାହାରେ]