ଶୁଆ ଶାରୀ
ଦେଖଣା
ଶୁଆ ଶାରୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶୁଆ ଶାରୀ
|
ଦେଶଜ - ବିଶେଷ୍ୟ - (ସହଚର) (ସଂସ୍କୃତ - ଶୁକ ଓ ଶାରିକା)
[ସମ୍ପାଦନା]ଗୃହପାଳିତ ଶୁକ ଓ ଶାରୀ ପକ୍ଷୀ —Parrot and mayna.
[ଦ୍ରଷ୍ଟବ୍ୟ —ଶାରୀ ପକ୍ଷୀ ଶୁକପକ୍ଷୀର ସ୍ତ୍ରୀ ନୁହେ କିନ୍ତୁ ସଂସ୍କୃତ, ବଙ୍ଗଳା ଓ ଓଡ଼ିଆ କାବ୍ୟ, କବିତା ଓ ଗଳ୍ପାଦିରେ ଶୁଆଶାରିଙ୍କ କଥୋପକଥନର ଦୃଷ୍ଟାନ୍ତ ଦେଖାଯାଏ ଓ ଶୁକକୁ ପୁରୁଷରୂପେ ଓ ଶାରୀକୁ ସ୍ତ୍ରୀ ରୂପରେ କଳ୍ପନା କରାଯାଏ ବୋଲି ଯଥାକ୍ରମେ ନାୟକ ଓ ନାୟିକାର ବଚନିକାମନା ଶିଖାଇବାପାଇଁ ଲୋକେ ଶୁଆ ଶାରୀ ପୋଷନ୍ତି ବୋଲି କବିମାନେ ଲେଖିଛନ୍ତି]