Jump to content

ଶୁଇବା

ଉଇକିଅଭିଧାନ‌ରୁ

ଶୁଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ପ୍ରାଦେଶିକ - (ବାଲେଶ୍ୱର ଓ ସମ୍ୱଲପୁର) କ୍ରି. (ସଂସ୍କୃତ - ଶୀ ଧାତୁ)

[ସମ୍ପାଦନା]

ଶୋଇବା —To sleep.

[ଦେର—ବାଲେଶ୍ୱର ଓ ସମ୍ୱଲ— ପୁରବାସୀ ଓଡ଼ିଆମାନେ 'ଓ' ଯୁକ୍ତ ଶବ୍ଦମାନଙ୍କୁ ପ୍ରାୟଶଃ 'ଉ' ଉଚ୍ଚାରଣ କରନ୍ତି; ଯଥା—ଗୋଡ଼=ଗୁଡ଼, ଗୋରୁ —ଗୁରୁ ଇତ୍ୟାଦି)