ଶୁକକୀଟ
ଦେଖଣା
ଶୁକକୀଟ
ଉଚ୍ଚାରଣ
[ସମ୍ପାଦନା]ଓ ଶୂଳକୀଟକ—ଅନ୍ୟରୂପ]
ସଂସ୍କୃତ - ବିଶେଷ୍ୟ - [ଶୂକ=ତୀକ୍ଷ୍ଣାଗ୍ରଯୁକ୍ତ କୀଟ; ଶୁକକୀଟ+ସ୍ୱାର୍ଥେ କ ମଧ୍ୟପଦଲୋପୀ କର୍ମଧା]
[ସମ୍ପାଦନା]ଶୁଆଁ ବାଳି; ଶମ୍ୱାଳୁଆ Hairy caterpillar;
wooly bear; Pilsoma Acraea.
[ଦ୍ରଷ୍ଟବ୍ୟ — ଏମାନେ ପ୍ରଜାପତି ଆଦିଙ୍କର ପୂର୍ବତନ ଅବସ୍ଥା ପ୍ରଜାପତିଙ୍କ ଡିମ୍ୱରୁ ଏମାନେ ଉତ୍ପନ୍ନ ହୁଅନ୍ତି ଓ ପରେ ପକ୍ଷି ଲାଗିଲେ ଉଡ଼ି ପାରନ୍ତି ଏ କୀଟ କେତେକ ଲୋମହୀନ, କେତେକ ଲୋମଶ ଏମାନଙ୍କର ଲୋମ ଏପରି ତୀକ୍ଷ୍ଣ ଯେ, ତାହା ମନୁଷ୍ୟର ଦେହର ଲୋମକୂପ ମଧ୍ୟରେ ବିଦ୍ଧ ହେଲେ ବଡ଼ ଯନ୍ତ୍ରଣାପ୍ରଦ ହୁଏ ଆମ ଦେଶରେ ବିଶେଷତଃ ଶଜନା ଓ ଗନ ଗଛରେ ମେନାନେ ଜନ୍ମନ୍ତି ଓ ଗଛର ପତ୍ରାଦିକୁ ଖାଇ ଗଛମାନଙ୍କୁ ଲାଣ୍ଡୁ କରି ଦିଅନ୍ତି]