Jump to content

ଶୁକନାସ

ଉଇକିଅଭିଧାନ‌ରୁ

ଶୁକନାସ

ଉଚ୍ଚାରଣ

[ସମ୍ପାଦନା]

(ଶୁକନାସିକା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଶ୍ୟୋନାକ; ଫଣଫଣା (ବିଶ୍ୱକୋଷ) ୧. Bignonia Indica
୨. ଅଗସ୍ତି ଗଛ (ବିଶ୍ୱକୋଷ) —୨. Ses bania Grandi flora.



ଶୁକନାସ

ଉଚ୍ଚାରଣ

[ସମ୍ପାଦନା]
(ଶୁକନାସା—ସ୍ତ୍ରୀ.ବିଣ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରିହୀ, ଶୁକପକ୍ଷୀର ବାସା ପରି ନାସା ଯାହାର)

[ସମ୍ପାଦନା]

ଶୁକପକ୍ଷୀର ଉପର ଥଣ୍ଟ ପରି ବକ୍ର ନାସିକାଯୁକ୍ତ (ବ୍ୟକ୍ତି) —(a person) Having the nose hooked like the beak of a parrot; having an aquiline nose.

ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]
୧. (ନାମ) ରାଡଜା ତାରାପୀଡ଼ଙ୍କ ମନ୍ତ୍ରୀ — ୧. The name of the minister of king Tārāpeṟḍ̠a.
୨. (ବୈଦ୍ୟକ) ଶ୍ୟୋନାକ; ଫଣ— ଫଣା (ଦେଖ) - —୨. Phaṇaphaṇā (See)
୩. ବୋଇତଙ୍କ (ବିଶ୍ୱକୋଷ) —୩. Cowage.
୪. ଗମ୍ଭାରି (ବିଶ୍ୱକୋଷ) (ଦେଖ) - —୪. Gambhāri (See)