ଶୁକରବାର ବିଡ଼ା
ଦେଖଣା
ଶୁକରବାର ବିଡ଼ା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶୁକରବାର ବିଡ଼ା
|
ଗ୍ରାମ୍ୟ - ବିଶେଷ୍ୟ -
[ସମ୍ପାଦନା]- ୧. ଶୁକ୍ରବାର ଦିନ କୃଷକଦ୍ୱାରା ଧାନ କଟା ଆରମ୍ଭରେ କଟା ଯାଇଥିବା ଧାନର ପ୍ରଥମ ବିଡ଼ା —୧. The bundle of paddy sheaves first cut on friday and preserved by the cultivator for being offered to Lakshmi, Goddess of plenty.
[ଦ୍ରଷ୍ଟବ୍ୟ —ଏହାକୁ କୃଷକ ଅତି ଯତ୍ନ ସହିତ ରଖି, ଧାନକଟା ଶେଷରେ ସେ ଧାନରୁ ଚାଉଳ ବାହାର କରି ତହିଁରେ ଖେଚେଡ଼ି, ଖିରି ଆଦି କରି ମହାଲକ୍ଷ୍ମୀଙ୍କ ଭୋଗ କରେ ଓ ନିଜେ ଖାଏ]
- ୨. (ଲକ୍ଷଣାର୍ଥ) ଶୁକ୍ରବାର ବିଡ଼ା ପରି ଆଦରଣୀୟ ପଦାର୍ଥ ବା ବ୍ୟକ୍ତି —୨. A beloved thing or person.
- ୩. (ଲକ୍ଷଣାର୍ଥ) ଶୁକ୍ରବାର ଦିନ ଜନ୍ମଗର୍ହଣ କରିଥିବା ଶିଶୁ —୩. A child born on a friday.
- ୪. ପରିବାରର ପ୍ରଥମ ପୁତ୍ର — ୪. The first son of a family