=== ଦେଶଜ - ବିଶେଷ୍ୟ - (ବ୍ୟଙ୍ଗାର୍ଥକ)
- ୧. ତାଣ୍ଡବ; କଳିକଜିଆ; ଅନର୍ଥ; ଦ୍ୱନ୍ଦ୍ୱ —୧. Annoyance; trouble.
[ଉ—ସେ ଗାଆଁକୁ ଆସି ଶୁକୁଟ ଲଗେଇଛି]
- ୨. ଅଭିନୟ; ନାଟ; ନୃତ୍ୟ —୨. Dancing.
[ଉ—ତା ଘରେ ଶୁକୁଟ ଲାଗିଛି]
- ୩. ଲାଞ୍ଛନା; ହଟହଟା —୩. Being in trouble; harassment
[ଉ—ତୁ ମୋର ଶୁକୁଟ ଦେଖୁଛୁ]