Jump to content

ଶୁକୁଟା

ଉଇକିଅଭିଧାନ‌ରୁ

ଶୁକୁଟା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ଶୁକୁଟିଆ—ଅନ୍ୟରୂପ]

[ଶୁକୁଟୀ; ଶୁକୁଟେଇ—ସ୍ତ୍ରୀ] 

=== ଦେଶଜ - ବିଶେଷଣ - [ସଂସ୍କୃତ - ଶୁଷ୍କତା]

୧. ଶୁଷ୍କ; ଶୁଷ୍କତା ଯୁକ୍ତ —୧. Dry.
୨. ଶୁଷ୍କ ହେବା ଯୋଗୁଁ କ୍ଷୀଣ [ପଦାର୍ଥ] —୨. Dry or emaciated; withered; shrivelled up.
୩. ପୁଲିଙ୍ଗ - ଦୁର୍ବଳ ଓ କ୍ଷୀଣକାୟ [ବ୍ୟକ୍ତି]; ଶୀର୍ଣ୍ଣ —୩. Weak and lean (person) emaciated; thin or weak (boy).

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

କ୍ଷୀଣକାୟ ବାଳକ —A weakling.

[ଉ—ଆଣ୍ଠୁ କୁଡ଼ା ଘରେ ଶୁକୁଟା ଟିକକ ଲକ୍ଷେ ଟଙ୍କା—ଢ଼ଗ]