ଶୁକୁଟ ଦେଖିବା
ପରର ଦୁଃଖ ବା ଲାଞ୍ଛନ ଭୋଗକୁ ଆନନ୍ଦ ସହିତ ଦେଖିବା —To look at serenely on another trouble.
[ଉ—ଯାହାର ଥିବ ତେତିକି ଆକଟ ଦେଖିବେ ତୁମ୍ଭେ ତାହାର ଶୁକୁଟ କବିସୂର୍ଯ୍ୟ. କବିତା]