ଶୁକୁଲି ମାହାପ୍ରସାଦ
ଦେଖଣା
ଶୁକୁଲି ମାହାପ୍ରସାଦ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶୁକୁଲି ମାହାପ୍ରସାଦ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ରହଣି ମହାପ୍ରସାଦ; ଜଗନ୍ନାଥ ଆଦିଙ୍କର ମିଷ୍ଟାନ୍ନ ଭୋଗ (ଯାହା ଅଳ୍ପ ଓ ବ୍ୟଞ୍ଜନାଦି ପରି ଜଳଯୁକ୍ତ ନ ଥିବାରୁ ଶୁଖିଲା ଥାଏ ଓ ଯାହା ଅନେକ ଦିନ ଆବିକୃତ ରଖାଯାଇ ପାରେ) —Sweetmeat offerings made to Lord Jagannātha & other Deities which keep sweet for a length of time.