Jump to content

ଶୁକ୍ତ

ଉଇକିଅଭିଧାନ‌ରୁ

ଶୁକ୍ତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଶୁଚ୍ ଧାତୁ=ପରିଷ୍କୃତ ହେବା, ପବିତ୍ର ହେବା+ କର୍ତ୍ତୃ. ତ)

[ସମ୍ପାଦନା]
୧. ପରିଷ୍କୃତ —୧. Refined.
୨. ପବିତ୍ରୀକୃତ —୨. Purified.
୩. ପବିତ୍ର —୩. Pure.
୪. ପର୍ଯ୍ୟିସତ ବା ସଢ଼ା ହେବା ଯୋଗୁଁ ବିକୃତ ଓ ଅମ୍ଳରସ ଯୁକ୍ତ —୪. Fermented and so became sour.
୫. ନିଷ୍ଠୁର —୫. Cruel.
୬. ନିର୍ଜ୍ଜନ —୬. Lonely; solitary.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. କାଞ୍ଜିକା; କାଞ୍ଜି; ଅମ୍ୱଳି ତୋଡ଼ାଣି; ଚୁକ୍ର — ୧. Fermented rice water of gruel.
୨. ଶିର୍କା; ମଦର କାଞ୍ଜି; ରସାମ୍ଳ —୨. Vinegar made by acetous frementaion of grain
୩. ଖଟ୍ଟା ଓ ପିତା ମିଶ୍ରିତ ବ୍ୟଞ୍ଜନ ପୁଷ୍ପ; ପିତାମରା ହୋଇଥିବା ଆମ୍ୱିଳ —୩, A sour or acid of bitter taste.
୪. ଦୁର୍ବାକ୍ୟ —୪. Bad words.
୫. ମାଂସ —୫. Meat,

[ଦ୍ରଷ୍ଟବ୍ୟ — ବୈଦ୍ୟଶାସ୍ତ୍ର ଅନୁସାରେ ଶୁକ୍ତ ଅମ୍ଳରସଯୁକ୍ତ, ଉଷ୍କବୀର୍ଯ୍ୟ, ଅଗ୍ନିସନ୍ଦୀପକ, ଅଭିଶୟ ପାଚକ, ରୁଚିକର ଓ ସାରକ ଏହା ଶୂଳ, ଗୁଳ୍ମ, ବିଗନ୍ଧ, ଆମଦୋଷ, ବାୟୂ, କଫ, ବମି, ତୁଷ୍ଣା, ମୁଖର ବିରସତା, ହୁଦ୍ରୋଗ ଏବଂ ଅଗ୍ନିମାଦ୍ୟ ବିନାଶକ]