Jump to content

ଶୁକ୍ତିଜ

ଉଇକିଅଭିଧାନ‌ରୁ

ଶୁକ୍ତିଜ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଶୁକ୍ତି+ଜନ୍ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]

ଶୁକ୍ତିରୁ ଜାତ — Produced from oyster shells.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ମୁକ୍ତା —Pearl.