ଶୁକ୍ରାନ୍ତର
ଦେଖଣା
ଶୁକ୍ରାନ୍ତର
ଉଚ୍ଚାରଣ
[ସମ୍ପାଦନା][ଶୁକ୍ରାନ୍ତରଦଶା—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ଜ୍ୟୋତିଷ)
[ସମ୍ପାଦନା]ଶୁକ୍ର ଓ ଅନ୍ୟ ମହାଦେଶମାନଙ୍କ ମଧ୍ୟରେ ଶୁକ୍ର ଗ୍ରହର ଅନ୍ତରଦଶା କାଳ —The time of conjunction of the planet venus during the Mahādaṡā of all the planets during a man's life.
[ଦ୍ରଷ୍ଟବ୍ୟ —ରବି ମହାଦଶା ୬ ବର୍ଷ ମଧ୍ୟରେ ଶୁକ୍ର ଅନ୍ତରଦଶା ୧ ବର୍ଷ ଚନ୍ଦ୍ରମହାଦଶା ୧ ବର୍ଷ ମଧ୍ୟରେ ଶୁକ୍ର ଅନ୍ତରଦଶା ୧ ବର୍ଷ ୮ ମାସ ମଙ୍ଗଳ ମହାଦଶା ୭ ବର୍ଶ " " ୧ ବର୍ଷ ୨ମାସ ରାହୁ " ୧୮: ବର୍ଷ " " ୩ଭର୍ଷ ବୃହସ୍ପତି " ୧୬: ବର୍ଷ " " ୨ ବର୍ଷ ୮ ମାସ ଶନି " ୧୯: ବର୍ଷ " "୩ ବର୍ଷ ୨ ମାସ ବୁଧ " ୧୭: ବର୍ଷ " " ୨ ବର୍ଷ ୧ ମାସ କେତୁ " ୭ ବର୍ଷ " " ୧ ବର୍ଷ ୮ ମାସ ଶୁକ୍ର " ୨ ବର୍ଷ " " ୩ ବର୍ଷ ୪ ମାସ]