ଶୁକ୍ର କର
(ଶୁକ୍ରକରୀ—ସ୍ତ୍ରୀ ବିଣ)
ଯେଉଁ ଔଷଧ ବା ଦ୍ରବ୍ୟଦ୍ୱାରା ଶରୀରରେ ଶୁକ୍ର ବୃଦ୍ଧି ହୁଏ —Spermatic (medicine); spermatogerous.
ମଜ୍ଜା —Marrow.
(ଏଥିରୁ ଶୁକ୍ର ଜନ୍ମେ)