Jump to content

ଶୁକ୍ର ଗୋଚର ଫଳ

ଉଇକିଅଭିଧାନ‌ରୁ

ଶୁକ୍ର ଗୋଚର ଫଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଜ୍ୟୋତିଷ)

[ସମ୍ପାଦନା]

ଶୁକ୍ର ଜନ୍ମରାଶିସ୍ଥ ହେଲେ ଶତ୍ର ନାଶ ; ୨ୟରେ ଅର୍ଥଲାଭ, ୩ୟରେ ଶୁଭକର, ୪ର୍ଥରେ ଧନ ଲାଭ, ୫ମରେ ପୁତ୍ରଲାଭ, ୬ଷଷ୍ଠରେ ଶତ୍ରୁଲାଭ, ୭ମରେ ଶୋକ, ୮ମରେ ଅର୍ଥ ଲାଭ, ୯ମରେ ବିବିଧ ବସ୍ତ୍ର ଲାଭ, ୧ମରେ ଅଶୁଭକର, ୧୧ଶରେ ବହୁ ଧାନ୍ୟ ଲାଭ, ୧୨ଶରେ ଧନାଗମ ଓ ସୁଖ ହୁଏ — The different results of the planet venus becoming connected with a man's natal signs.