ଶୁକ୍ର ଭୁକ୍
ଦେଖଣା
ଶୁକ୍ର ଭୁକ୍
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଉପପଦ ତତ୍; ଶୁକ୍ର+ଭୁଜ୍ ଧାତୁ+କର୍ତ୍ତୃ. କ୍ୱିପ୍; ଶୁକ୍ରଭୁଜ ଶବ୍ଦ ୧ମା. ୧ବ)
[ସମ୍ପାଦନା]ଶୁକ୍ର ଖାଦକ — Eating semen.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ମୟୂର —Peacock.
[ଦ୍ରଷ୍ଟବ୍ୟ —କଥିତଅଛି ଯେ ମୟୂରମାନଙ୍କ ସଙ୍ଗେ ମୟୂରର ସଙ୍ଗମ ହୁଏ ନାହିଁ ବର୍ଷାଗମରେ ମୟୂର (ଲଞ୍ଜାମୟୂର) ମାନେ ନାଚିବାବେଳେ ତାଙ୍କଠାରେ ଭୂମିରେ ରେତଃ ସ୍ଫଳିତ ହୁଏ ମୟୂରୀ (ଲାଣ୍ଡୀମୟୂର) ଭୂମିରୁ ଉକ୍ତ ସ୍ଖଳିତ ରେତଃକୁ ଥଣ୍ଟଦ୍ୱାରା ଗୋଟାଇ ନେଇ ଖାଆନ୍ତି ଓ ତଦ୍ଦ୍ୱୀରା ଗର୍ଭବତୀ ହୁଅନ୍ତି]