ଶୁକ୍ର ମହାଦଶା
ଦେଖଣା
ଶୁକ୍ର ମହାଦଶା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଜ୍ୟୋତିଷମତରେ ମନୁଷ୍ୟ ଜୀବନରେ ପରମାୟୂ ୧୨: ବର୍ଷ ମଧ୍ୟରୁ କେତୁଦଶା ପରେ ଓ ରବିଦଶା ପୂର୍ବରୁ ପଡ଼ିବା ୨ ବର୍ଷ କାଳ —The period of twenty years in a man's life according to astrological calculat ions coming after Ketu daṡā and before Rabi daṡā
[ଦ୍ରଷ୍ଟବ୍ୟ —ଜ୍ୟୋତିଃ ଶାସ୍ତ୍ରମତରେ ଏହି ===
ଶୁକ୍ରଦଶାରେ ଶୁକ୍ରଙ୍କ ଅନ୍ତର—୩ବର୍ଷ ୪ ମାସ
ଶୁକ୍ର ମହାଦଶାରେ ରବି "—୧ ବର୍ଷ
ଶୁକ୍ର ଦଶାରେ ଚନ୍ଦ୍ର "—୧ ବର୍ଷ ୮ ମାସ
ଶୁକ୍ର ଦଶାରେ ମଙ୍ଗଳ "—୧ ବର୍ଷ ୨ ମାସ
ଶୁକ୍ର ଦଶାରେ ରାହୁ "—୩ ବର୍ଷ
ଶୁକ୍ର ଦଶାରେ ଗୁରୁ "—୨ ବର୍ଷ ୮ ମାସ
ଶୁକ୍ର ଦଶାରେ ଶନି "—୩ ବର୍ଷ ୨ ମାସ
ଶୁକ୍ର ଦଶାରେ ବୁଧ"— ୨ ବର୍ଷ ୧ ମାସ
ଶୁକ୍ର ଦଶାରେ କେତୁ "—୧ ବର୍ଷ ୨ ମାସ
---------
ସର୍ବମୋଟ ୨ ବର୍ଷ