Jump to content

ଶୁକ୍ଳା

ଉଇକିଅଭିଧାନ‌ରୁ

ଶୁକ୍ଳା

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - (ସ୍ତ୍ରୀ)

[ସମ୍ପାଦନା]

ଶୁକ୍ଳର ସ୍ତ୍ରୀ ଲିଙ୍ଗ —Feminine of Ṡukḻa.

ବିଶେଷ୍ୟ -

[ସମ୍ପାଦନା]
୧. (ଶୁକ୍ଳ+ସ୍ତ୍ରୀ. ଆ)—ବାଗ୍— ଦେବୀ; ସରସ୍ୱତୀ —୧. The Goddess of learning

[ଦ୍ରଷ୍ଟବ୍ୟ —ସରସ୍ୱତୀ ଶେତାଗୋରୀ ଓ ଶୁକ୍ଳାମ୍ୱରଧରା ରୂପେ ବର୍ଣ୍ଣିତ]

୨. ଶର୍କରା; ଚିନି —୨. Sugar; white sugar.
୩. ମିଶ୍ରି —୩. Candied sugar (Apte)
୪. ଗୌରବର୍ଣ୍ଣା ସ୍ତ୍ରୀ —୪. A woman having a white complexion (Apte).
୫. କାକୋଳି ଗୁଳ୍ମ —୫. The Kākoḻī plant. (Apte)