ଶୁକ୍ଳାଙ୍ଗ
(ଶୁକ୍ଳାପାଙ୍ଗ—ଅନ୍ୟରୂପ)
(ଶୁକ୍ଳାଙ୍ଗୀ—ସ୍ତ୍ରୀ)
ଶୁକ୍ଳ ଅବୟନ ବିଶିଷ୍ଟ — Having white limbs.
ମୟୂର — Peacock (Apte)