Jump to content

ଶୁକ୍ଳା ଭିସାରୀ

ଉଇକିଅଭିଧାନ‌ରୁ

ଶୁକ୍ଳା ଭିସାରୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସୁଖ୍ଲାଭିସାରିଣୀ, ଶୁକ୍ଳଭିମାରିକାସଂସ୍କୃତ ରୂପ

ଦେଶଜ - ବିଶେଷ୍ୟ - ସ୍ତ୍ରୀ—(ସଂସ୍କୃତ - ଶୁକ୍ଳାଭିସାରିକା)

[ସମ୍ପାଦନା]

ନାୟିକାବିଶେଷ —A class heroines in fiction and love stories.

[ଦ୍ରଷ୍ଟବ୍ୟ —ଏ ରମଣୀ ଶୁକ୍ଳପକ୍ଷ ରାତିରେ ଶୁକ୍ଳ ବସ୍ତ୍ର ପରିଧାନ କରି ଶୁକ୍ଳ ପୁଷ୍ପ ମଣ୍ଡିତ ହୋଇ ସଂକେତ ସ୍ଥଳକୁ ନାୟକକୁ ଭେଟିବାପାଇଁ ଗମନ କରେ]

[ଉ—ବିଲୋକି ନଦୀ ଗୋଦାବରୀ ବାମା କି ଶୁକ୍ଳ ଅଭିସାରୀ ଭଞ୍ଜ. ବୈଦେହିଶବିଳାସ]