Jump to content

ଶୁକ୍ଳ ତିଥି

ଉଇକିଅଭିଧାନ‌ରୁ

ଶୁକ୍ଳ ତିଥି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା; ଶୁକ୍ଳା ଯେଉଁ ତିଥି)

[ସମ୍ପାଦନା]

ଅମାବାସ୍ୟାରେ ପରବର୍ତ୍ତୀ ପ୍ରତିପଦଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ୧୫:ଟି ତିଥି —The ୧୫ th days of the bright lunar fortnight of a month.

[ଦ୍ରଷ୍ଟବ୍ୟ —ତିଥିର ନାମ୍ ପୂର୍ବରେ ଶୁକ୍ଳ ଶବ୍ଦ ଯୋଗ ହେଲେ ଶୁକ୍ଳ ପକ୍ଷରେ ସେହି ସେହି ତିଥିକୁ ବୁଝାଏ; ଯଥା—ଶୁକ୍ଳ ପ୍ରତିପଦ, ଶୁକ୍ଳ ଦ୍ୱିତୀୟା, ଶୁକ୍ଳ ତୃତୀୟା ଇତ୍ୟାଦି]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ମଜ୍ଜା [ ଏଥିରୁ ଶୁକ୍ର ଜନ୍ମେ] —Marrow.