Jump to content

ଶୁକ୍ ଜାଦୁ

ଉଇକିଅଭିଧାନ‌ରୁ

ଶୁକ୍ ଜାଦୁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ଶୁଷ୍କ ଓ ଦଦ୍ରୁ)

[ସମ୍ପାଦନା]

ଏକ ପ୍ରକାର ଦଦ୍ରୁ— ରୋଗ [ଦ୍ରଷ୍ଟବ୍ୟ —ଅହା ଏକ ପ୍ରକାର ଚର୍ମ ରୋଗ ଏହି ଜାଦୁ ସଂକ୍ରାମକ ଅଚେ ଭଣ୍ଡାରି— ମାନେ ଜାଦୁଆ ଲୋକଙ୍କୁ ଖିଅର କରି ଉକ୍ତ ଖୁରଦ୍ୱାରା ନୀରୋଗ ଲୋକର ମୁଣ୍ଡକୁ ଖିଅର କଲେ ଏ ଜାଦୁ ସଂକ୍ରାମିତ ହୁଏ ଏଥିରୁ ନସା ବୁହେ ନାହିଁ] —A sort of ringworm disease; dry ring worm on the scalp; Tinea Tonsuraus.