Jump to content

ଶୁକ୍ ତାରା

ଉଇକିଅଭିଧାନ‌ରୁ

ଶୁକ୍ ତାରା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶୁକ୍ର ଓ ତାରା)

[ସମ୍ପାଦନା]

ପାହାନ୍ତି ତାରା; ପହରିକିଆ ତାରା; ଶୁକ୍ରଗ୍ରହ [ଦ୍ରଷ୍ଟବ୍ୟ — ଏହା ବର୍ଷରେ କେତେକ ସମୟ ରାତି ପହରେ ଥାଇ ପୂର୍ବାକାଶରେ ଉଦିତ ହୁଏ ଓ କେତେକ ସମୟ ରାତି ପହରକଠାରେ ପଶ୍ଚିମରେ ଅସ୍ତ ହୁଏ, ଏହା ତାରା ନୁହେ, ଗୋଟିଏ ଗ୍ରହ] — The morning star; the evening star; Venus.