Jump to content

ଶୁକ୍ ପାଇକା

ଉଇକିଅଭିଧାନ‌ରୁ

ଶୁକ୍ ପାଇକା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ମହାନଦୀର ଗୋଟିଏ କ୍ଷୁଦ୍ର ଉପଶାଖା [ଦ୍ରଷ୍ଟବ୍ୟ —ଏହା କଟକ ଜିଲ୍ଲାରେ ମହାନଦୀରୁ ବାହାରି ପୁଣି କଟକଜିଲ୍ଲାରେ ମହାନଦୀରେ ମିଣିଅଛି ଏହା ବର୍ଷାଋତୁ ଛଡ଼ା ଅନ୍ୟ, ଋତୁରେ ଶୁଖିଲା ଥାଏ] —The name of a small branch of the Mahānadi river which remains dry for most part of the yeat (in the district of Cuttack)